ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଅଚାନକ ଗସ୍ତ କଲେ ବିଧାୟକ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ଭତରା ସିୟୁନି ରେ ନବରଙ୍ଗପୁର ବ୍ଲକ ସ୍ତରୀୟ ମଣ୍ଡେଇ ମହୋତ୍ସବ ରେ ଯୋଗଦେଈ ଘରକୁ ଫେରିବା ବେଳେ ଅଚାନକ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଗସ୍ତ କରିଥିଲେ, ସେ ପ୍ରତ୍ୟେକ ୱାର୍ଡ ବୁଲି ବୁଲି ରୋଗୀଙ୍କୁ ଡାକ୍ତର ଖାନାରେ ମିଳୁଥିବା ସୁବିଧା ସୁଯୋଗ ବିଷୟରେ ପଚାରି ବୁଝିଥିଲେ, ବିଧାୟକ ଙ୍କ ଏଭଳି କାର୍ଯ୍ୟ ଦେଖି ଏବେ ଚାରି ଆଡେ ବିଧାୟକ ଙ୍କର ପ୍ରଶଂସା କରାଯାଉଛି