ପାଟଣାଗଡ: ତିନି ଦିନ ହେଲା ଅଗ୍ନି ଶମ ବିଭାଗ ଫଟାମୁଣ୍ତା ନିକଟସ୍ଥ ସୁକନ୍ତେଲ ନଦୀ ରେ ଖୋଜୁଛି ଭାସିଯାଇଥିବାଧ ଯୁବକ ର ମୃତ ଦେହ
ଗତ ୨୭ ତାରିଖ ଦିନ ଫଟାମୁଣ୍ତା ର ପ୍ରସାନ୍ତ ଡୁଡୁକା ନାମକ ଜନୈକ ଯୁବକ ତାର ସାଙ୍ଗ ମାନଙ୍କ ସହ ସୁକନ୍ତେଲ ନଦୀ କୁ ଗାଧେଇବା କୁ ଯାଇ ସ୍ରୋତ ଭାସି ଯାଇଥିଲା । ତାର ମୃତ ଦେହ ଅଗ୍ନି ଶମ ବିଭାଗ ଗତ ୨୭ତାରିଖ ଠାରୁ ସୋମବାର ସନ୍ଧ୍ୟା ପଯ୍ୟନ୍ତ ଖୋଜି ଥିଲେ ମଧ୍ୟ ମୃତ ଦେହ ମିଳିପାରିନାହିଁ ।