ଫୁଲବାଣି ଠାରେ ସଞ୍ଚୟ ପକ୍ଷ ପାଳନ ଅବସରରେ ସୁକନ୍ୟା ସମୃଦ୍ଧି ଯୋଜନାର ପ୍ରଚାର ଓ ପ୍ରସାର ନିମନ୍ତେ ଶ୍ରୀ ସତ୍ୟ ସାଇ ଉଚ୍ଚ ବିଦ୍ୟାଳୟ ଫୁଲବାଣୀ ରେ ଶନିବାର ଦିନ 12ଘଣ୍ଟିକା ସମୟରେ ଏକ ବିଶେଷ ଅଭିଯାନର ଆୟୋଜନ କରାଯାଇଥିଲା| ଏଠାରେ ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ଦାଶ, ସହକାରୀ ଶିକ୍ଷକ ଶ୍ରୀ ସଂଜୀବ କୁମାର ନାୟକ ଓ ଫୁଲବାଣୀ ମୁଖ୍ୟ ଡାକ ଘର ବ୍ୟବସାୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଶେଷଦେବ ସାହୁ ଅତିଥି ଭାବରେ ଉପସ୍ଥିତ ରହି ସୁକନ୍ୟା ସମୃଦ୍ଧି ଯୋଜନା ର ଗୁରୁତ୍ୱ ବିଷୟରେ ଛାତ୍ର ଛତ୍ରୀ ଓ ତାଙ୍କର ଅଭିଭାବକମାନଙ୍କୁ ବତାଇଥିଲେ| ଉକ୍ତ ବୈଠକରେ ପିଲାମାନେ ନିଜ ବା