କଟକ ପୌରାଞ୍ଚଳ: ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଇସ୍ତଫାକୁ ନେଇ କଟକରେ ଯୁବ କଂଗ୍ରେସର ପ୍ରେସମିଟ
ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଭୋଟର ତାଲିକା ଅନିୟମିତତା ପ୍ରତିବାଦରେ କଟକ ନଗର ଯୁବ କଂଗ୍ରେସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଡ଼ାକ୍ତର ବିପ୍ଲବ ଶିଳାଦିତ୍ୟ ଓ ଶିଶିର ରଥ ପ୍ରମୁଖ ଉପସ୍ଥିତ ଥିଲେ।