କାମାକ୍ଷାନଗର: ସାଇବର ସୁରକ୍ଷା ଉପରେ କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମରୁ ଗୁରୁବାର ୭ଟା ୩୦ରେ ସଚେତନତା ରାଲି ଉପସ୍ଥିତ ରହିଲେ ଏସଡିପିଓ
ସାଇବର ସୁରକ୍ଷା ଉପରେ କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମରୁ ଗୁରୁବାର ୭ଟା ୩୦ରେ ସଚେତନତା ରାଲି ଉପସ୍ଥିତ ରହିଲେ ଏସଡିପିଓ ।ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ପୋଲିସ ତରଫରୁ ସାଇବର ସୁରକ୍ଷା ସଚେତନତା ରାଲି କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମରୁ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।ଏଠାରେ ଏସଡିପିଓ ରଜନୀକାନ୍ତ ସାମଲ,ଡିଏସପି ସନ୍ଧ୍ୟାରାଣୀ ବେଉରିଆ,ଓକିଲ ସଂଘ ସଭାପତି ରଞ୍ଜନ କୁମାର ରାଉତଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।