ଝାରସୁଗୁଡା: ଝାରସୁଗୁଡ଼ା ଅଇଁତାପାଲିରେ ଦୁର୍ଗାପୂଜା ମହୋତ୍ସବ: ମା’ଙ୍କ ନିକଟରେ ଶାନ୍ତି ଓ ସମୃଦ୍ଧି କାମନା
ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକର ଅଇଁତାପାଲିରେ ପାଳିତ ହୋଇଛି ପବିତ୍ର ଦୁର୍ଗାପୂଜା। ଗ୍ରାମବାସୀଙ୍କ ପକ୍ଷରୁ ମା’ ଦୁର୍ଗାଙ୍କ ନିକଟରେ ଅଞ୍ଚଳର ସୁଖ, ଶାନ୍ତି ଓ ଭାଇଚାରା ପାଇଁ ପ୍ରାର୍ଥନା କରାଯାଇଛି।