ମଣ୍ଡେଇ ଉପଲକ୍ଷେ ସହର ରେ ମୁତୟନ ହେଇଛନ୍ତି ବ୍ୟାପକ ପୋଲିସ ଫୋର୍ସ ବେହେରାଗୁଡା ମଣ୍ଡେଇ ପଡିଆ ରେ ପୋଲିସ ବିଭାଗର ପ୍ରସ୍ତୁତି କାର୍ଯ୍ୟ ସାରିଛି, ଜିଲ୍ଲା ମହୋତ୍ସବ ଉପଲକ୍ଷେ ସହର ରେ 50 ଜଣ ଅଫିସର ଙ୍କ ସହିତ ନିୟୋଜିତ ହେଇଛନ୍ତି 8 ପ୍ଲାଟୁନ ପୋଲିସ ଫୋର୍ସ, ଟ୍ରାଫିକ ନିୟନ୍ତ୍ରଣ ସହ ପେଟ୍ରୋଲିଙ୍ଗ ଏବଂ ପଡିଆ ରେ ଶାନ୍ତି ଶୃଙ୍ଖଳା କୁ ଗୁରୁତ୍ୱ ଦେଇଛି ପୋଲିସ ବିଭାଗ, ଗୁରୁବାର ଅପରାହ୍ନ 4 ଟାରେ ଜିଲ୍ଲା ଏସପି ଙ୍କ ନିର୍ଦେଶ ରେ କର୍ମଚାରୀ ଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି