ଆଜି ନଭେମ୍ୱର 15 ତାରିଖ ଶନିବାର ସନ୍ଧ୍ୟା 6:30 ପାଖାପାଖି ସମୟରେ ଘଟିଛି ଏହି ଅଘଟଣ। ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ଗୁରୁତର ଥିଲେ। ତେବେ OD -16M-8904 ବାଇକ ସହ ବିପରୀତ ଦିଗ ତଥା wrong side ରେ ଆସୁଥିବା OD - 15 -2398 ସହ ଧକ୍କା ହୋଇଥିଲା । ବିପରୀତ ଦିଗରୁ ଆସୁଥିବା ବାଇକରେ ଜଣେ ନାବାଳକ ସମେତ 3 ଜଣ ଥିଲେ। ସେହିପରି ବାଇକ OD -16M-8904 ରେ ଦୁଇ ଜଣ ଥିଲେ। ତେବେ ବାଇକ OD -16M-8904ର ଦୁଇ ଜଣ ଯାକ ଗୁରୁତର ଆହତ ହୋଇ ପୋଲିସ ଦ୍ବାରା ଉଦ୍ଧାର ହେବା ସହ ସୁନ୍ଦରଗଡ଼ NTPC ମେଡିକାଲ କଲେଜ ଆଣ୍ଡ ହସପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ସେମାନଙ୍କ ମଧ୍ୟରୁ