କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅଫିସ ଆଗରେ ହଜାର ହଜାର ଅଙ୍ଗନୱାଡି କର୍ମୀଙ୍କ ବିଶାଳ ପ୍ରତିବାଦ
କେନ୍ଦ୍ରାପଡ଼ାରେ ଅଙ୍ଗନୱାଡି କର୍ମୀଙ୍କ ଆନ୍ଦୋଳନ। ଚାଉଳ ଓ ଅର୍ଥରାଶି ବାବଦ ଅବହେଳାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ହଜାର ହଜାର ଅଙ୍ଗନୱାଡି ଦିଦି। ଜଏଣ୍ଟ ଆକାଉଣ୍ଟ ତଥ୍ୟ ପ୍ରଦାନରେ ଅବହେଳା ଅଭିଯୋଗ।