ଅମ୍ବାଭୋନା: କୁସୁମୁଦା ନିକଟସ୍ଥ ପ୍ରସିଦ୍ଧ ରାନୀଚୁଆଁ ଠାରେ ଆଜି ମହାସମାରୋହରେ " ଗିରୀ ଗୋବର୍ଦ୍ଧନ ପୁଜା " ଅନୁଷ୍ଠିତ , ଯୋଗଦେଲେ ହଜାର ହଜାର ଭକ୍ତ
ଅମ୍ବାଭୋନା ବ୍ଲକ ଅନ୍ତର୍ଗତ କୁସୁମୁଦା ଗ୍ରାମ ନିକଟସ୍ଥ ରାନୀଚୁଆଁ ଠାରେ ଅଂଚଲର ପ୍ରସିଦ୍ଧ " ଗିରୀ ଗୋବର୍ଦ୍ଧନ ପୁଜା " ମହାସମାରୋହରେ ଅନୁଷ୍ଠିତ ହୋଇଛି । ଆଜି 10 AM ରୁ 2 PM ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି ପରେ ଭକ୍ତ ମାନଙ୍କ ପାଇଁ ଅନ୍ନପ୍ରସାଦ ର ବ୍ୟବସ୍ଥା ହୋଇଥିଲା । ଦେଖନ୍ତୂ ଏ ସଂପର୍କିତ ଭକ୍ତ ମାନଙ୍କ ମତାମତ