Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Ipl
Rahulgandhi
Haryana
Cricket
शादी
Crimenews
Kolkata
Aap
China

କବିସୂର୍ଯ୍ୟନଗର: ବେଗୁନିଆପଡା ବ୍ଲକ ନିକଟରେ ବାଇକକୁ ଧକ୍କା ଦେଲା ବାଇକ, ଦୁଇ ଆହତ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କାର୍ଯାଳୟ ନିକଟବୀର ଜଗନ୍ନାଥ ପୁର ଶାସନ ପୂର୍ତ୍ତ ରାସ୍ତାରେ ଦୁଇଟି ବାଇକ ପରସ୍ପରକୁ ଧକ୍କା ଦେବା ଫଳରେ ଦୁଇ ଜଣ ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ବେଗୁନିଆପଡା ଥାନା ଅନ୍ତର୍ଗତ ମୁଣ୍ଡୁଳା ଗ୍ରାମର ନୀଳ ପ୍ରଧାନଙ୍କ ପୁଅ ଡାକ୍ତର ପ୍ରଧାନ ବାଇକ ନମ୍ବର OD 07 AH 1651 ରେ ଯାଉଥିବା ବେଳେ ବିପରୀତ ଦିଗରୁ ଅନ୍ୟ ଏକ ନମ୍ବର ବିହୀନ ହିରୋ ଏକ୍ସଟ୍ରିମ ଗାଡ଼ିରେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସମା ଗ୍ରାମର ରମେଶ ନାୟକ ଙ୍କ ପୁଅ ଦିପୁ ନାୟକ ଆସି ଉକ୍ତ ସ୍ଥାନରେ ଧକ୍କା ଦେବା ଫଳରେ ଉଭୟେ ଗୁରୁତର ଆହତ ହୋଇଥିଲେ ।