କନ୍ଧରା ଗାଁର ପ୍ରଭାକର ପାଳଙ୍କର ଦେହାନ୍ତ ଖବର ପାଇ ସୋମବାର ୭ଟାରେ ଶେଷ ଦର୍ଶନ କଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତିକ ସାହୁ ।ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତିକ ସାହୁ ସୋମବାର କନ୍ଧରା ଗାଁକୁ ଯାଇ ଥିଲେ ।କନ୍ଧରା ଗାଁର ପ୍ରଭାକର ପାଳଙ୍କର ଦେହାନ୍ତ ହୋଇଥିବା ବେଳେ ତାଙ୍କ ଶେଷ ଦର୍ଶନ କଲେ ।