ଅମ୍ବାଭୋନା: ଭୁକ୍ତା ଗ୍ରାମ ରୁ ବିପୁଳ ପରିମାଣରେ କଫ ସିରଫ ଜବତ କରି ଅଭିଯୁକ୍ତ କୁ ଆଜି କୋର୍ଟ ଚାଲାଣ କଲା ଭଟଲି ଅବକାରୀ ବିଭାଗ
ଭଟଲି ଅବକାରୀ ବିଭାଗ ଏବଂ ବରଗଡ ସଦର ଷ୍ଟାଫ୍ ମିଳିତ ଚଢ଼ାଉ ରେ ଗତକାଲି ଅମ୍ବାଭୋନା ବ୍ଲକ ର ଭୁକ୍ତା ଗ୍ରାମ ର ସୁନିତା ଡୁଙ୍ଗୁରି ଙ୍କ ଠାରୁ 206 ବୋତଲ ଏସ କଫ ସିରଫ ସହ ଗିରଫ କରାଯାଇଥିଲା. ଏବଂ ଆଜି 1.PM ରେ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି l