Public App Logo
Jansamasya
News
Bjp
National
Police
Bihar
कांग्रेस
मौत
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी
Crimenews
Kolkata
Aap

ରାଇରଙ୍ଗପୁର ସହର: ଲୁହାଶିଳା ସ୍ଥିତ ଆରକେ ମହାବିଦ୍ୟାଳୟ ନିକଟରେ ୫ଟିକିଆ ହାତୀପଲ ଉପଦ୍ରବ ଜାରୀ; ବ୍ୟାପକ ଧାନ ଫସଲ କଲେ ନଷ୍ଟ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନ ରେଞ୍ଜ ଅନ୍ତର୍ଗତ ବିଜାତଳା ବ୍ଲକର ଲୁହାଶିଳା ସ୍ଥିତ ଆରକେ ମହାବିଦ୍ୟାଳୟ ନିକଟରେ ସୋମବାର ଅପରାହ୍ନ ପ୍ରାୟ ୫ ଟାରେ ପାଞ୍ଚ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ଚଳପ୍ରଚଳ କରୁଥିବା ବେଳେ ଧାନ ଫସଲ ଖାଉଛନ୍ତି। ପାଞ୍ଚ ଟିକିଆ ହାତୀପଳରେ ୧ଟି ଅଣ୍ଡିରା, ୨ଟି ମାଇ ଓ ୨ଟି ଛୁଆ ହାତୀ ରହିଛି।

MORE NEWS