Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

#ଭିତରେ_ଲୋକ #ଠିଆ_ଠିଆ_ଜଳିଲା_କାର ରାସ୍ତାରେ ମଝିରେ ହୁତୁହୁତୁ ହୋଇ ଜଳିଲା କାର୍। ଭୁବନେଶ୍ବର ଜୟଦେବ ବିହାର ନିକଟସ୍ଥ ପାଲ୍ ହାଇଟ୍ସ ଛକରେ ଜଳୁଛି କାର୍। ସେଭେନ ସିଟର କାର୍ ରେ ଲାଗିଲା ନିଆଁ। ଭୟରେ ଗାଡ଼ି ଛାଡ଼ି ପଳାଇଲେ ଲୋକେ। ଏସି କମ୍ପ୍ରେସରରୁ ସର୍ଟ ସର୍କିଟ ହୋଇଥିବା ଅନୁମାନ। ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି। #OdishaNews #Bhubaneswar #CarFire #JaydevVihar #RoadAccident #FireIncident #TrafficJam #BreakingNews #CarFire_Bhubaneswar #JaydevViharTrafficJam

Boriguma, Koraput | Jun 26, 2026

MORE NEWS

#ଜାମ୍‌_ହେଲା_ଘାଟି_ରାସ୍ତା
ଜୟପୁର କୋରାପୁଟ ଘାଟି ରାସ୍ତା ଜାମ୍‌ । ଭାରସାମ୍ୟ ହରାଇ ମଝି ରାସ୍ତାରେ ଅଟକିଛି ଟ୍ରକ୍‌ । ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ଅଟକି ରହିଛି
#Koraput #Odisha #koraputmedia #Jaypore

#ଜାମ୍‌_ହେଲା_ଘାଟି_ରାସ୍ତା ଜୟପୁର କୋରାପୁଟ ଘାଟି ରାସ୍ତା ଜାମ୍‌ । ଭାରସାମ୍ୟ ହରାଇ ମଝି ରାସ୍ତାରେ ଅଟକିଛି ଟ୍ରକ୍‌ । ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ଅଟକି ରହିଛି #Koraput #Odisha #koraputmedia #Jaypore

Boriguma, Koraput | Jul 6, 2026

#୫_ଡକାୟତ_ଗିରଫ_କଲା_ଜୟପୁର_ପୋଲିସ
ଡକାୟତି ଉଦ୍ୟମ ପଣ୍ଡ କଲା ଜୟପୁର ଟାଉନ ପୋଲିସ ମାରଣାସ୍ତ୍ର ସହ ଗୋଟିଏ କାର ଜବତ । ୫ ଅଭିଯୁକ୍ତ ଗିରଫ 

#KoraputNews #koraputmedia #jaypore

#୫_ଡକାୟତ_ଗିରଫ_କଲା_ଜୟପୁର_ପୋଲିସ ଡକାୟତି ଉଦ୍ୟମ ପଣ୍ଡ କଲା ଜୟପୁର ଟାଉନ ପୋଲିସ ମାରଣାସ୍ତ୍ର ସହ ଗୋଟିଏ କାର ଜବତ । ୫ ଅଭିଯୁକ୍ତ ଗିରଫ #KoraputNews #koraputmedia #jaypore

Boriguma, Koraput | Jul 4, 2026

#ପୋଲିସ_ଗ୍ରାମବାସୀ_ଧସ୍ତା_ଧସ୍ତୀ
କୁମୁଲିପୁଟ ଡାଙ୍ଗରାରେ ପୋଲିସ ଗ୍ରାମବାସୀ ଧସ୍ତାଧସ୍ତି ଗଛ କଟାକୁ ନେଇ ଡାଙ୍ଗରାରେ ଉତ୍ତେଜନା ପରିସ୍ଥିତି ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଟଣାଓଟରା ଦେଖିବାକୁ ମିଳିଛି ଡାଙ୍ଗରାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି 
#KoraputNews #jaypore #borigumma #koraputmedia #jayporenews #Odisha

#ପୋଲିସ_ଗ୍ରାମବାସୀ_ଧସ୍ତା_ଧସ୍ତୀ କୁମୁଲିପୁଟ ଡାଙ୍ଗରାରେ ପୋଲିସ ଗ୍ରାମବାସୀ ଧସ୍ତାଧସ୍ତି ଗଛ କଟାକୁ ନେଇ ଡାଙ୍ଗରାରେ ଉତ୍ତେଜନା ପରିସ୍ଥିତି ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଟଣାଓଟରା ଦେଖିବାକୁ ମିଳିଛି ଡାଙ୍ଗରାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି #KoraputNews #jaypore #borigumma #koraputmedia #jayporenews #Odisha

Boriguma, Koraput | Jul 2, 2026