ପରଜଙ୍ଗ: କଙ୍କଡାହାଡ଼ ବ୍ଲକ ଆଗରେ ସୋମବାର ୧୧ଟାରେ ମିଶନଶକ୍ତି ବିଭାଗର ଗୋଷ୍ଠି ସହାୟିକାଙ୍କ ତରଫରୁ ପାରିଶ୍ରମିକ ଦାବିରେ ଗଣଧାରଣ
କଙ୍କଡାହାଡ଼ ବ୍ଲକ ଆଗରେ ସୋମବାର ୧୧ଟାରେ ମିଶନଶକ୍ତି ବିଭାଗର ଗୋଷ୍ଠି ସହାୟିକାଙ୍କ ତରଫରୁ ପାରିଶ୍ରମିକ ଦାବିରେ ଗଣଧାରଣ ।ମିଶନଶକ୍ତି ବିଭାଗର ଗୋଷ୍ଠି ସହାୟିକା ମାନଙ୍କୁ ସଠିକ ସମୟରେ ପାରିଶ୍ରମିକ ଦେବାକୁ ଦାବିରେ କଙ୍କଡାହାଡ଼ ବ୍ଲକ ଆଗରେ ସୋମବାର ଗଣଧାରଣାରେ ବସିଛନ୍ତି ।ଦାବି ପୂରଣ ନହେବା ଯାଏ ଚାଲିବ ଆନ୍ଦୋଳନ ।