Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka

ବାଲିିଅନ୍ତା: ବାଲିଅନ୍ତା ଅଗ୍ନିଶମ କାର୍ଯ୍ୟାଳୟ ନିକଟ ଜଗନ୍ନାଥ ମିଶନ ପ୍ରଶିକ୍ଷଣ ପଡିଆରେ ଆକ୍ରମଣ

Balianta, Khordha | Aug 29, 2025
ଶୁକ୍ରବାର ସନ୍ଧ୍ୟା ପ୍ରାୟ ଛଅଟା ସମୟରେ ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ଅଗ୍ନିଶମ କାର୍ଯ୍ୟାଳୟ ନିକଟ ଜୟଜଗନ୍ନାଥ ମିଶନ ପ୍ରଶିକ୍ଷଣ ପଡିଆରେ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି । ସୂଚନା ଅନୁଯାୟୀ ଦୁଇ ଜଣ ଯୁବକ ପ୍ରଶିକ୍ଷଣ ପଡ଼ିଆରେ ମଦ ପିଉଥିଲେ। ଠିକ୍ ସେତିକି ବେଳେ ପୁଲିସ ପହଞ୍ଚି ତାଙ୍କୁ ବାରଣ କରିଥିଲା । ହେଲେ ଦୁଇ ମଦ୍ୟପ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା ଜାରିରଖିଛି ।
ବାଲିିଅନ୍ତା: ବାଲିଅନ୍ତା ଅଗ୍ନିଶମ କାର୍ଯ୍ୟାଳୟ ନିକଟ ଜଗନ୍ନାଥ ମିଶନ ପ୍ରଶିକ୍ଷଣ ପଡିଆରେ ଆକ୍ରମଣ - Balianta News