Public App Logo
Jansamasya
National
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth

ନୂଆପଡା: ଇଚ୍ଛାପୁର- ଠୋଙ୍ଗୋ ରାସ୍ତାରେ ନିର୍ମାଣଧୀନ ବ୍ରିଜ ନିମ୍ନମାନର ନେଇ ଗ୍ରାମବାସୀଙ୍କ ଅଭିଯୋଗ,ପ୍ରତିକ୍ରିୟା ରଖିଲେ ଇଚ୍ଛାପୁରର ଭରତ ବିଶ୍ଵାଳ

Nuapada, Nuapada | Sep 30, 2025
କୋମନା ବ୍ଲକ ଇଚ୍ଛାପୁର ଠାରୁ ଠୋଙ୍ଗୋ ଯିବା ପାଇଁ ଏକ ବ୍ରିଜ ନିର୍ମାଣ କରାଯାଇଛି। ବ୍ରିଜଟି ଦେଢ଼ ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲା । ଏହା କେତେ ଟଙ୍କାର ପ୍ରୋଜେକ୍ଟ, ଅଟକଳ ପରିମାଣ,କେଉଁ ବିଭାଗ ତରଫରୁ କାହାକୁ ଠିକା କାମ ଦିଆଯାଇଥିଲା ଏହାର ସୂଚନା ନାହିଁ । ଜଡ଼ାମୁଣ୍ଡା ଡ୍ୟାମର ପାଣି ନିଷ୍କାସନ କରାଯାଇ ଏହି ନ‌ଦୀ ପଟେ ଛଡା ଯାଇଥିଲା । ବର୍ତମାନ ବ୍ରିଜର ପିଲର ଖମ୍ବର ସିମେଣ୍ଟ ଗୁଡିକ ଖସି ରଡ଼ ଗୁଡିକ ଦେଖାଯାଉଛି। ବ୍ରିଜ ଉପରେ ଗାଡି ମୋଟର ଯାତାୟାତ କଲେ ତାହା ଧପଧପ କରୁଛି। ମଝିର ଖମ୍ବ ଦବି ଯାଇଛି । ଆଜି ୧୨ ଟାରେ ପ୍ରତିକ୍ରିୟା ରଖିଛନ୍ତି ଇଚ୍ଛାପୁର ଭାରତ ବିଶ୍ଵାଳ।

MORE NEWS