Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

#ମାନବିକତା_ଦେଖାଇଲେ_ନବରଙ୍ଗପୁର_ବିଡିଓ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିଲେ ବୃଦ୍ଧା। ଅଫିସ ଗାଡ଼ିରେ ଘରେ ଛାଡ଼ିଲେ ବିଡିଓ। ପ୍ରଶାସନିକ ଅଧିକାରୀଙ୍କ ମାନବିକତାର ଏକ ନିଆରା ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟିରେ। ପ୍ରଚଣ୍ଡ ଖରା ଓ ଗରମ ମଧ୍ୟରେ ସ୍ୱାସ୍ଥ୍ୟ ପରୀକ୍ଷା ସାରି ଚାଲି ଚାଲି ଘରକୁ ଫେରୁଥିବା ଜଣେ ବୃଦ୍ଧାଙ୍କୁ ଦେଖି ସହାୟତାର ହାତ ବଢ଼ାଇଥିଲେ ବିଡିଓ। #Nabarangpur #Humanity #BDO #GoodGovernance #OdishaNews #HeartwarmingNews #PublicService #BreakingNews #koraputmedia

Boriguma, Koraput | Jun 10, 2026

MORE NEWS

#ଜାମ୍‌_ହେଲା_ଘାଟି_ରାସ୍ତା
ଜୟପୁର କୋରାପୁଟ ଘାଟି ରାସ୍ତା ଜାମ୍‌ । ଭାରସାମ୍ୟ ହରାଇ ମଝି ରାସ୍ତାରେ ଅଟକିଛି ଟ୍ରକ୍‌ । ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ଅଟକି ରହିଛି
#Koraput #Odisha #koraputmedia #Jaypore

#ଜାମ୍‌_ହେଲା_ଘାଟି_ରାସ୍ତା ଜୟପୁର କୋରାପୁଟ ଘାଟି ରାସ୍ତା ଜାମ୍‌ । ଭାରସାମ୍ୟ ହରାଇ ମଝି ରାସ୍ତାରେ ଅଟକିଛି ଟ୍ରକ୍‌ । ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ଅଟକି ରହିଛି #Koraput #Odisha #koraputmedia #Jaypore

Boriguma, Koraput | Jul 6, 2026

#୫_ଡକାୟତ_ଗିରଫ_କଲା_ଜୟପୁର_ପୋଲିସ
ଡକାୟତି ଉଦ୍ୟମ ପଣ୍ଡ କଲା ଜୟପୁର ଟାଉନ ପୋଲିସ ମାରଣାସ୍ତ୍ର ସହ ଗୋଟିଏ କାର ଜବତ । ୫ ଅଭିଯୁକ୍ତ ଗିରଫ 

#KoraputNews #koraputmedia #jaypore

#୫_ଡକାୟତ_ଗିରଫ_କଲା_ଜୟପୁର_ପୋଲିସ ଡକାୟତି ଉଦ୍ୟମ ପଣ୍ଡ କଲା ଜୟପୁର ଟାଉନ ପୋଲିସ ମାରଣାସ୍ତ୍ର ସହ ଗୋଟିଏ କାର ଜବତ । ୫ ଅଭିଯୁକ୍ତ ଗିରଫ #KoraputNews #koraputmedia #jaypore

Boriguma, Koraput | Jul 4, 2026

#ପୋଲିସ_ଗ୍ରାମବାସୀ_ଧସ୍ତା_ଧସ୍ତୀ
କୁମୁଲିପୁଟ ଡାଙ୍ଗରାରେ ପୋଲିସ ଗ୍ରାମବାସୀ ଧସ୍ତାଧସ୍ତି ଗଛ କଟାକୁ ନେଇ ଡାଙ୍ଗରାରେ ଉତ୍ତେଜନା ପରିସ୍ଥିତି ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଟଣାଓଟରା ଦେଖିବାକୁ ମିଳିଛି ଡାଙ୍ଗରାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି 
#KoraputNews #jaypore #borigumma #koraputmedia #jayporenews #Odisha

#ପୋଲିସ_ଗ୍ରାମବାସୀ_ଧସ୍ତା_ଧସ୍ତୀ କୁମୁଲିପୁଟ ଡାଙ୍ଗରାରେ ପୋଲିସ ଗ୍ରାମବାସୀ ଧସ୍ତାଧସ୍ତି ଗଛ କଟାକୁ ନେଇ ଡାଙ୍ଗରାରେ ଉତ୍ତେଜନା ପରିସ୍ଥିତି ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଟଣାଓଟରା ଦେଖିବାକୁ ମିଳିଛି ଡାଙ୍ଗରାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି #KoraputNews #jaypore #borigumma #koraputmedia #jayporenews #Odisha

Boriguma, Koraput | Jul 2, 2026

#ମାନବିକତା_ଦେଖାଇଲେ_ନବରଙ୍ଗପୁର_ବିଡିଓ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିଲେ ବୃଦ୍ଧା। ଅଫିସ ଗାଡ଼ିରେ ଘରେ ଛାଡ଼ିଲେ ବିଡିଓ। ପ୍ରଶାସନିକ ଅଧିକାରୀଙ୍କ ମାନବିକତାର ଏକ ନିଆରା ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟିରେ। ପ୍ରଚଣ୍ଡ ଖରା ଓ ଗରମ ମଧ୍ୟରେ ସ୍ୱାସ୍ଥ୍ୟ ପରୀକ୍ଷା ସାରି ଚାଲି ଚାଲି ଘରକୁ ଫେରୁଥିବା ଜଣେ ବୃଦ୍ଧାଙ୍କୁ ଦେଖି ସହାୟତାର ହାତ ବଢ଼ାଇଥିଲେ ବିଡିଓ। #Nabarangpur #Humanity #BDO #GoodGovernance #OdishaNews #HeartwarmingNews #PublicService #BreakingNews #koraputmedia - Boriguma News