ସୁନ୍ଦରଗଡ ସହର: ଲେଫ୍ରୀପଡ଼ା ବ୍ଲକ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ରେ ଆଳୁ ପଡ଼ା ଓ ବୋରୋବଗା ଗ୍ରାମବାସୀ ମୁଣ୍ଡରେ କଳା ପୋଟି ବାନ୍ଧି ପ୍ରତିବାଦ କଲେ
ସୁନ୍ଦରଗଡ ସୋମବାର ଦିନ ୧୧ ଟା ସମୟରେ ଲେଫ୍ରୀ ପଡ଼ା ବ୍ଲକ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ରେ ଆଳୁ ପଡ଼ା ଓ ବୋରୋବଗା ଗ୍ରାମ ବାସୀ ମୁଣ୍ଡ ରେ କଳା ପୋଟି ବାନ୍ଧି ପ୍ରତିବାଦ ପ୍ରଦର୍ଶନ କରିଥିବା ସୂଚନା