କାମାକ୍ଷାନଗର: ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଗଡ଼ପଳାଶୁଣି ବାପୁଜି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବୁଧବାର ୧୧ଟାରେ ଅନୁଷ୍ଠିତ ଉପସ୍ଥିତ ରହିଲେ ବ୍ଲକ ଅଧ୍ୟକ୍ଷ।
ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଗଡ଼ପଳାଶୁଣି ବାପୁଜି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବୁଧବାର ୧୧ଟାରେ ଅନୁଷ୍ଠିତ ଉପସ୍ଥିତ ରହିଲେ ବ୍ଲକ ଅଧ୍ୟକ୍ଷ। ଚାରୂଲତା ମିଶ୍ର ।ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଗଡ଼ପଳାଶୁଣି ବପୁଜି ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି ।ଏଠାରେ ବ୍ଲକ ଅଧ୍ୟକ୍ଷ। ଚାରୂଲତା ମିଶ୍ର, ଉପା ଅଧ୍ୟକ୍ଷ। ଦୀପା ସାହୁ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।