ବଡସାହିଥାନା ପାଉଁଶିଆ ପଞ୍ଚାୟତଅଧୀନ ଜଗନ୍ନାଥପୁର ଗାଁର ସ୍ୱର୍ଗତ କିଶୋର ହେମ୍ବ୍ରମଙ୍କ ପୁଅ ସୁଦାମ ହେମ୍ବ୍ରମ ଦୀର୍ଘ ୧୧ବର୍ଷଧରି ନିଖୋଜ ଥିବାବେଳେ ବାଂଲାଦେଶରୁ ଠାବପରେ ମୟୁରଭଞ୍ଜଜିଲ୍ଲା ପ୍ରଶାସନ ଏବଂ ବାଂଲାଦେଶରେ ଥିବା ଭାରତୀୟଦୁତାବାସ ମଧ୍ୟରେ ଆଲୋଚନାପରେ ରବିବାର ଅପରାହ୍ନ ୨ଟାରେ ପଶ୍ଚିମବଙ୍ଗସ୍ଥିତ ଭାରତ-ବାଂଲାଦେଶ ସୀମା ହରିଦାସପୁର-ବେଣାପୋଲ ଚେକପୋଷ୍ଟ ଠାରେ ସୁଦାମ ହେମ୍ବ୍ରମଙ୍କୁ ଭାରତକୁ ପ୍ରତ୍ୟାର୍ପଣକଲେ ବାଂଲାଦେଶ ସରକାର l