ସୋରଡା: ସୋରଡ଼ା ବିଧାୟକ କଲେ ମା’ ଦେବୀ ଦୁର୍ଗାଙ୍କ ଦର୍ଶନ
Surada, Ganjam | Oct 20, 2026 ସୋରଡ଼ା ବିଧାୟକ ଆଜି ଏକଲପୁର ପଞ୍ଚାୟତର କୁସୁମଗାଡ଼ିଆ ଗ୍ରାମରେ ଥିବା ମା’ ଦେବୀ ଦୁର୍ଗାଙ୍କ ପୀଠରେ ପହଞ୍ଚି ମା’ଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ସେ ସମସ୍ତ ଜନସାଧାରଣଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।