ପରଜଙ୍ଗ: ଜିରାଳରେ ବାଣ ବିସ୍ଫୋରଣରେ ଦାଦା ପୁତୁରା ଗୁରୁତର ସଂପର୍କୀୟ ରଖିଲେ ପ୍ରତିକ୍ରିୟା
ଜିରାଳରେ ବାଣ ବିସ୍ଫୋରଣରେ ଦାଦା ପୁତୁରା ଗୁରୁତର। ସଂପର୍କୀୟ ଶନିବାର ରାତି ୮ଟାରେ ରଖିଲେ ପ୍ରତିକ୍ରିୟା ଦିପାବଳୀ ପୂର୍ବରୁ ଅଘଟଣ।ବାଣ ବିସ୍ଫୋରଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ବାଣ ବିସ୍ଫୋରଣରେ ସମ୍ପର୍କୀୟ ଦାଦା ପୁତୁରା ଗୁରୁତର ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରାଳରେ ଘଟିଛି ଅଘଟଣ। ବାଣ ଫୁଟାଉଥିବା ବେଳେ ଅସାବଧାନତା ବସତଃ ଏକାଧିକ ବାଣ ବିସ୍ଫୋରଣ ଘଟିଥିଲା। ଫଳରେ ଦାଦା ବିଜୟ ଖୁଣ୍ଟିଆ ଓ ୧୨ ବର୍ଷୀୟ ପୁତୁରା ରୁତୁରାଜ ଖୁଣ୍ଟିଆ ଗୁରୁତର ହୋଇଛନ୍ତି।