ସୁନ୍ଦରଗଡ ସହର: ଅମଲି ପାଲି ବାଇ ପାସ ରୁ ଏକ ପାଉଁସ ବୋଝେଇ ଟ୍ରକ କୁ ଜବତ କରି ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଛି ଟାଉନ ଥାନା ପୋଲିସ
ସୁନ୍ଦରଗଡ ମଙ୍ଗଳ ବାର ରାତି ପ୍ରାୟ ୧୦ ଟା ସମୟରେ ଅମଲି ପାଲି ବାଇ ପାସ ରୁ ଏକ ପାଉଁସ ବୋଝେଇ ଟ୍ରକ କୁ ଜବତ କରି ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଛି ଟାଉନ ଥାନା ପୋଲିସ