Public App Logo
Jansamasya
National
Bihar
Madhya_pradesh
Indianrailways
Kalpanachawla
New_delhi
Chandigarh
South_delhi
Shahdara
Beattheheat
North_east_delhi
Nagaland
East_delhi
North_delhi
West_delhi
Notoadulteration
Bipinrawat
Railone
North_west_delhi
���िश्व_जल_दिवस
Thodadhyanse
Educationforall
Cds
Worldwaterday
Chaitranavratri
Railsafety
Smartrailyatri
Indianrailway
Railinfra4jharkhand

ତଲସରା: ଆବେଦନ ପରେ ମଧ୍ୟ ମିଳୁନି ହରିଶ୍ଚନ୍ଦ୍ର ସହାୟତା ବିଡ଼ିଓ ଙ୍କୁ ଭେଟିଲେ ଗ୍ରାମବାସୀ

Talasara, Sundargarh | Dec 19, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ବଡ଼ଗାଁ ଗ୍ରାମ ପଞ୍ଚାୟତର ବହୁ ହିତାଧିକାରୀ ହରିଶ୍ଚନ୍ଦ୍ର ଯୋଜନା ରେ ମିଳୁଥିବା ସହାୟତା ପାଇନାହାନ୍ତି ଯାହା ଫଳରେ ବଡ଼ଗାଁ ର ପୁର୍ବତନ ନାଏବ ସରପଞ୍ଚ କେଶବ କର୍ସେଲ ଙ୍କର ନେତୃତ୍ୱରେ ଆଜି ବଡ଼ଗାଁ ବିଡ଼ିଓ ପୁର୍ଣ୍ଣଚନ୍ଦ୍ର ଭୋଇ ଓ ବଡ଼ଗାଁ ର ସରପଞ୍ଚ ସୁନ୍ଦର ସାମୁଏଲ ସଏ ଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି।