Public App Logo
Jansamasya
National
Bihar
Madhya_pradesh
Indianrailways
Kalpanachawla
New_delhi
Chandigarh
South_delhi
Shahdara
Beattheheat
North_east_delhi
Nagaland
East_delhi
North_delhi
West_delhi
Notoadulteration
Bipinrawat
Railone
North_west_delhi
���िश्व_जल_दिवस
Thodadhyanse
Cds
Educationforall
Worldwaterday
Chaitranavratri
Railsafety
Smartrailyatri
Indianrailway
Railinfra4jharkhand

ତଲସରା: କୁରେଇବଗା ଖେଳ ପଡିଆ ରେ ଅନୁଷ୍ଠିତ ପଞ୍ଚଦିବସୀୟ କ୍ରୀକେଟ ପ୍ରତିଯୋଗିତା ଉଦଯାପିତ

Talasara, Sundargarh | Dec 19, 2025
ମହାବୀର କ୍ଲବ କୁରେଇବଗା ଆନୁକୁଲ୍ୟରେ ସ୍ଥାନୀୟ ଖେଳ ପଡିଆ ଠାରେ ୫ ଦିନ ଧରି ଚାଲିଥିବା କ୍ରୀକେଟ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଛି। ଏହି ପ୍ରତିଯୋଗୀତା ରେ ସ୍ଥାନୀୟ ଅଞ୍ଚଳର ୧୬ ଟି ଦଳ ଅଂଶଗ୍ରହଣ କରିଥିଲେ।ପ୍ରଥମ ସେମି ଫାଇନାଲ ମ୍ୟାଚ ବିହାବାଏଲ ସହିତ ଛାମୁଣ୍ଡା ଓ ଦ୍ଵିତୀୟ ସେମି ଫାଇନାଲ ମ୍ୟାଚ ଏକମା ସହିତ ଫୁଲବାରୀ ମଧ୍ୟ ରେ ହୋଇଥିଲା ଫାଇନାଲ ମ୍ୟାଚ ଛାମୁଣ୍ଡା ଓ ଏକମା ମଧ୍ୟ ରେ ହୋଇଥିଲା ଛାମୁଣ୍ଡା ଆଠ ଓଭର ରେ ୮୨ ରନ କରି ଏକମା କୁ ପରାସ୍ତ କରି ବିଜେତା ହୋଇଥିଲା।