Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ନବରଙ୍ଗପୁର ପୋଲିସ ଷ୍ଟେସନ: କୋଷାଗୁମୁଡା ଠାରେ ଜୁନିୟର ରେଡ଼କ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିରେ ମେଗା ରକ୍ତଦାନ ଶିବିର ଦ୍ୱିତୀୟ ଦିବସ

ଜିଲ୍ଲା ଶିକ୍ଷା ବିଭାଗ ନବରଙ୍ଗପୁର ଆନୁକୂଲ୍ୟରେ ଅଷ୍ଟମ ଜିଲ୍ଲା ସ୍ତରୀୟ ଜୁନିୟର ରେଡ଼କ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୋଷା ଗୁମୁଡା ଠାରେ ଦ୍ୱିତୀୟ ଦିବସରେ ପୂର୍ବାହ୍ଣ 6.30 ମିନିଟରେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସମରେନ୍ଦ୍ର ଭୌମିକ, ରେଡ଼କ୍ରସ ପତାକା ଉତ୍ତୋଳନ କରିଥିଲେ | ଆୟୋଜକ ସମ୍ପାଦକ ତଥା ମହାବିଦ୍ୟାଳୟ ଅଧକ୍ଷ ଶ୍ରୀ ପବିତ୍ର ହାଲଦାର ଙ୍କ ସମେତ, ରେଡ଼କ୍ରସ ସମ୍ପାଦକ ଶ୍ରୀ ପ୍ରଭାତ ପଟ୍ଟନାୟକ,ରେଡ଼କ୍ରସ ଯୁଗ୍ମ ସମ୍ପାଦକ ଶ୍ରୀ ନଳିନୀ କାନ୍ତ ପାତ୍ର ଉପସ୍ଥିତ ଥିଲେ l