#narayanpatana
ନାରାୟଣପାଟଣା ବ୍ଲକ କୃଷିବିଭାଗ ଅଧୀନରେ ଥିବା ସରକାରୀ ଫାର୍ମ ର ଅବସ୍ଥା ଦୟନୀୟ, ଫାର୍ମ ଦାଇତ୍ୱ ରେ ଥିବା ବାବୁ ମାଲେ ମାଲ... ହେଲେ ଚାଷୀ ବେହାଲ।
ଚାଷୀ ଙ୍କୁ ଚାଷ ପ୍ରତି ଉତ୍ସାହ ଏବଂ ଅଧୁନିକ କଳ କୌଶଳ ଦେବା ପାଇଁ ଜିଲ୍ଲାର ୧୪ଟି ବ୍ଲକ ରେ ୫ଟି ସ୍କିମ ରେ ସରକାର ଙ୍କ କୋଟି କୋଟି ଟଙ୍କା ଅନୁଦାନ ଆସୁଛି।ଏସବୁ ସ୍କିମ ର ପରିଚନା ଦାୟିତ୍ୱରେ ଥିବା ସରକାରୀ ବାବୁ ମାଲେ ମାଲ ହେଉଥିବା ବେଳେ ଚାଷୀ ମାନଙ୍କ ପାଇଁ କୌଣସି ସଚେନ କାର୍ଯ୍ୟ କ୍ରମ ହେଉନି,କୌଣସି ବିହନ ମିଳୁନି ଏସବୁ ଯୋଜନା ରେ ଚାଷୀ କୌଣସି ସୁବିଧା ସୁଯୋଗ ପାଇନଥିବା ଅଭିଯୋଗ ହୋଇଛି।