ବିରିଡି: ଜଗତସିଂହପୁରରେ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ଭଙ୍ଗାଯିବା ପରେ ୯ ଦିନ, ନ୍ୟାୟ ଆସିନାହିଁ
ଜଗତସିଂହପୁର ଜିଲ୍ଲା ଶିଆଳିଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ପରେ ୯ ଦିନ ବିତିଗଲା, କିନ୍ତୁ ଏପର୍ଯ୍ୟନ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଜିଲ୍ଲାର ଯୁବ-ଛାତ୍ର କର୍ମକର୍ତ୍ତାମାନେ ଏସପିଙ୍କୁ ନିରପେକ୍ଷ ତଦନ୍ତ ଓ ପ୍ରତିମୂର୍ତ୍ତିର ପୁନଃସ୍ଥାପନ ଦାବି କରିଛନ୍ତି।