ସୁନ୍ଦରଗଡ ସହର: ବିଦ୍ୟୁତ୍ ବିଭାଗ ପୂର୍ତ୍ତ ବିଭାଗ ଘରୋଇ ବସ ମାଲିକ ସଂଘ ଟ୍ରକ୍ ମାଲିକସଂଘ ପରି ବିଭିନ୍ନ ଗ୍ୟାରେଜ ମଣ୍ଡପରେ ବାବା ବିଶ୍ଵକର୍ମାଙ୍କ ପୂଜା ପାଳନ
ସୁନ୍ଦରଗଡ ବୁଧବାର ଦିନ ୧୨ ଟା ସମୟର ସୂଚନା ଅନୁଯାୟୀ ବିଦ୍ୟୁତ୍ ବିଭାଗ, ପୂର୍ତ୍ତ ବିଭାଗ, ଘରୋଇ ବସ ମାଲିକ ସଂଘ ଟ୍ରକ୍ ମାଲିକ ସଂଘ ପରି ବିଭିନ୍ନ ଗ୍ୟାରେଜ ମଣ୍ଡପ ରେ ବାବା ବିଶ୍ଵକର୍ମା ଙ୍କ ପୂଜା ପାଳିତ ହେଉଛି ସୁନ୍ଦରଗଡ ସହରରେ