କଟକ ପୌରାଞ୍ଚଳ: ପଣ୍ଡିତ ବିଶ୍ଵନାଥ ପାଠାଗାରର ଦେୟ ନେଇ ମନ୍ତ୍ରୀଙ୍କୁ ଚିଠି ଲେଖିଲେ କଟକ ମେୟର
କଟକର ପଣ୍ଡିତ ବିଶ୍ଵନାଥ ପାଠାଗାରରେ ପାଠକପାଠିକାଙ୍କ ଠାରୁ ନିଆଯାଉଥିବା ଦେୟ ସମ୍ପର୍କରେ କଟକ ମହାନଗର ନିଗମର ମେୟର ମାନ୍ୟବର ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।