କାମାକ୍ଷାନଗର: ଭୁବନ ମାର୍ଥ।ପୁର ଅଞ୍ଚଳରେ ବେନିୟମ ବାଲି ଘାଟକୁ ବିରୋଧ ,ସୋମବାର ୨ଟାରେ ଗ୍ରାମବାସୀ ରଖିଲେ ପ୍ରତିକ୍ରିୟା
ଭୁବନ ମାର୍ଥ।ପୁର ଅଞ୍ଚଳରେ ବେନିୟମ ବାଲି ଘାଟକୁ ବିରୋଧ ,ସୋମବାର ୨ଟାରେ ଗ୍ରାମବାସୀ ରଖିଲେ ପ୍ରତିକ୍ରିୟା ।ଢେଙ୍କାନାଳ ଜିଲା ଭୁବନ ମାର୍ଥ।ପୁର ଅଞ୍ଚଳରେ ବେନିୟମ ଭାବରେ ଚାଲିଛି ବାଲିଘାଟ ଯାହାକୁ ନେଇ ଅଞ୍ଚଳରେ ଅସନ୍ତୁଷ୍ଟ ଦେଖା ଦେଇଛି ।ଏହାକୁ ନେଇ ସୋମବାର ଗ୍ରାମବାସୀ ରଖିଛନ୍ତି ପ୍ରତିକ୍ରିୟା ।