“ହାଏ (Hi)” ଓ “ହେଲୋ (Hello)” ଛାଡ଼ନ୍ତୁ, “ଜୟ ଜଗନ୍ନାଥ (Jay Jagannath)” କୁହନ୍ତୁ ।
ଖୁସିର କଥା
ଆଜିକାଲି ଶ୍ରୀରାମ ନବମୀ (Shri Ram Navami), ଜନ୍ମାଷ୍ଟମୀ (Janmashtami) ଇତ୍ୟାଦି ପଚିତ୍ର ରତ୍ସଚରେ ଆପଣମାନେ ରାମ କଥା (Ram Katha), ଭାଗବତ କଥା (Bhagavat Katha), ตกเข คथा (Jagannath Katha) ଆଦିର ଆୟୋଜନ କରୁଛନ୍ତି। ଏଥିପାଇଁ ଆପଣମାନଙ୍କୁ ଅନେଜ ଅନେକ ଧନ୍ୟବାଦ ।
କିନ୍ତୁ ମୋର ଗୋଟିଏ ବିଶେଷ ଅନୁରୋଧ ରହିବ।
ଜନ୍ମଦିନ (Birthday), ମ୍ୟାରେଜ୍ ଆନିଭର୍ସରୀ (Marriage Anniversary), গৃទ ទិ (House Warming), গ্রเล เช็ค (Shraddha Anniversary) এ ໘ดด ଶାନ୍ତି ବଜାୟ ରଖବା, ଗୃନ୍ଥର କ୍ଳେଶ ଦୂର କରିବା ପାଇଁ ମଧ୍ଯ 11 คตเข คนเจ (Shree Jagannath Kathamrit) ଆୟୋଜନ କରନ୍ତୁ ।
ଏହାଦ୍ୱାରା ପରିବାରରେ ସୁଖ, ଶାନ୍ତି ଓ ସମୃଦଦ୍ଧି ବୃଦ୍ଧି ପାଇବ । ଜଗନ୍ନାଥ ମହାପ୍ରଭୁଙ୍କ କଥାର ପ୍ରତାର-ପ୍ରସାର ଅହୁରି ବ୍ୟପକ ଭାବରେ ହୋଇପାରିବ ।
ପ୍ରତି ମାସକୁ ଥରେ ହେଉ କିମ୍ବା ଅନ୍ତତଃ ବର୍ଷକୁ ଥରେ, ପରିବାରରେ ଭଗବାନଙ୍କ କଥା, ବିଶେଷ କରି ଶ୍ରୀ ଜଗନ୍ନାଥ คथा (Shree Jagannath Kathamrit) เค คด। ଘରେ ଘରେ ଜଗନ୍ନାଥ କଥା ପହଞ୍ଚାଇବାରେ ସହଯୋଗ କରନ୍ତୁ। ପ୍ରତ୍ୟେକ କାର୍ଯ୍ୟର ଆରମ୍ଭରେ ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରନ୍ତୁ।
ଆସନ୍ତୁ, ଆମେ ସମସ୍ତେ ମିଶି ଘରେ ଘରେ ଜଗନ୍ନାଥ କଥା ପହଞ୍ଚାବା ଏବଂ ଜଗନ୍ନାଥ ମହାପ୍ରଭୁଙ୍କ ମହିମାର ପ୍ରଚାର-ପ୍ରସାର କରିବା ।
ଓଡ଼ିଆ (Odia) ଏବଂ ହିନ୍ଦୀ (Hindi) ଭାଷାରେ ମଧ୍ୟ କଥା କରାଯାଇପାରିବ।
ଅତି ସ୍ୱଳ ଖର୍ଚ (Low Budget)ରେ ମଧ୍ୟ ଏହି ପବିତ୍ର କାର୍ଯ୍ୟର ଆୟୋଜନ କରିପାରିବେ ।
ଧନ୍ୟବାଦ । ଜୟ ଜୟ ଶ୍ରୀ ଜଗନ୍ନାଥ।
ଯୋଗାଯୋଗ (Contact) ଅଧମ ପଣ୍ଡିତ ଭଜରାମ ସତପଥୀ
Mobile: +91 9337077826
Puri M, Puri | Sep 14, 2026