ଛତ୍ରପୁର: ବ୍ରହ୍ମପୁରରେ ପୁଲିସ ଗିରଫ କଲେ ଭଞ୍ଜନଗରର କାହ୍ନୁ, ଟ୍ରେନରେ ଚୋରି ଏବଂ ଚାରି ଲକ୍ଷ ଟଙ୍କା ଜବତ
ବ୍ରହ୍ମପୁର ଜିଆରପି ପୁଲିସ ଟ୍ରେନରେ ଚୋରି କରିଥିବା ଅଭିଯୋଗରେ ଭଞ୍ଜନଗରର କାହ୍ନୁ ସାହୁଙ୍କୁ ଗିରଫ କରିଛନ୍ତି। ତାଙ୍କ ଠାରୁ ସୁନା ଆଭୂଷଣ, ନଗଦ ଟଙ୍କା, ଲେପଟପ୍ ଓ ମୋବାଇଲ ଜବତ ହୋଇଛି। କାହ୍ନୁ ମଦ ନିଶାରେ ଚୋରି କରିଥିବାକୁ ସ୍ୱୀକାର କରିଛନ୍ତି।