ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ଯୁବ ଦିବସ, ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ବନ୍ଦେ ମାତରଂ ଜାତୀୟ ସଙ୍ଗୀତ ର ୧୫୦ ବର୍ଷ ପୁର୍ତ୍ତି ପାଳନ । ରେଢ଼ାଖୋଲ /ନାକଟିଦେଉଳ / ୧୨.୧.୨୦୨୬ / ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ର ଏନ୍ ଏସ୍ ଏସ୍, ଯୁବ ରେଡ଼ କ୍ରସ୍ ୟୁନିଟ୍ ଓ ଏନ୍ ସି ସି ୟୁନିଟ୍ ର ମିଳିତ ଆନୁକୁଲ୍ୟ ରେ ଦେଶପ୍ରେମ ଓ ଜାତୀୟତା ଭାବନା ର ସହିତ ତା ୧୨. ୧.୨୦୨୬ ରିଖ ସୋମବାର ଦିନ ଜାତୀୟ ଯୁବ ଦିବସ, ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ସଙ୍ଗୀତ ବନ୍ଦେ ମାତରଂ ର ୧୫୦ ବର୍