Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi

ସମ୍ବଲପୁର ମ୍ୟୁନିସିପାଲଟି: କାଲୋପଡ଼ା ଠାରେ ଘର ଭାଙ୍ଗି ଧାନ ଚାଉଳ ଖାଇ ଦେଲା ଦନ୍ତା ହାତୀ

Sambalpur M, Sambalpur | Nov 29, 2025
ଜମନକିରା ବନ୍ୟପ୍ରାଣୀ ରେଞ୍ଜ ଅଞ୍ଚଳରେ ୨୦ ଟିକିଆ ହାତୀ ପଲ ଘୁରି ବୁଲୁଥିବା ବେଳେ ଗୋଟିଏ ଦନ୍ତା ଗୋଠଛଡା ହୋଇ ଗା ମୁହାଁ ହେଉଛି, ବିଗତ ଦିନରେ ଅଞ୍ଚଳ ର ପ୍ରାୟ ୧୦ ଜଣଙ୍କ ଘର ଭାଙ୍ଗି ଧାନ ଚାଉଳ ନଷ୍ଟ କରିଥିବା ସୂଚନା ରହିଥିବା ବେଳେ ସେହି ଦନ୍ତା ହାତୀ ଶୁକ୍ରବାର ରାତିରେ ଗତ ରାତିରେ କାଲୋପଡା ଗ୍ରାମର ଶ୍ରୀପତି ବେହେରା ଓ ଜଗବନ୍ଧୁ ସୁନାନୀ ଙ୍କ ଘର ଭାଙ୍ଗି ଧାନ ଚାଉଳ ନଷ୍ଟ କରିଥିବା ଜଣାପଡିଛି। ଏନେଇ ସୂଚନା ପାଇ ଶନିବାର ଦିନ ରେଞ୍ଜର ଲଷ୍ମୀନାରାୟଣ ନାଏକ, ବନପାଳ ଦୁବରାଜ ଗୁଞ୍ଜ ଓ ବନରକ୍ଷୀ ମୀନା ଜୟପୁରିଆ ଘଟଣା ସ୍ଥଳ କୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ।

MORE NEWS