ସର୍ଦାର ବଲଭ ଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ବାର୍ଷିକ ଉପଲକ୍ଷେ ସହର ରେ ବିଶାଳ ପଦଯାତ୍ରା ନେଇ ଏକ ପ୍ରସ୍ତୁତି ବୈଠକ ପୌର ପରିଷଦ କାର୍ଯ୍ୟାଳୟରେ ଅପରାହ୍ନ ୪ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ପୌରାଧକ୍ଷ ଲଲାଟ ରଞ୍ଜନ ସେଠୀଙ୍କ ଅଧକ୍ଷତାରେ ଆୟୋଜିତ ବୈଠକରେ ଆସନ୍ତା ୧୫ ତାରିଖ ଦିନ ବିଶାଳ ପଦଯାତ୍ରା ସ୍ଥାନୀୟ ମହିଳା ମହାବିଦ୍ୟାଳୟ ଠାରୁ ସକାଳ ୭ ଘଣ୍ଟା ରେ ବାହାରି ମାଳିସାହି , ଗୌତମନଗର , ପୂଜାରୀ ପୁଟ ବାଳିକା ଉଛ ବିଦ୍ୟାଳୟ , ଦେଇ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ , ପୋଷ୍ଟ ଅଫିସ ରୋଡ଼ , ସରକାରୀ ବାଳକ ଉଛ ବିଦ୍ୟାଳୟ ଯିବା ନେଇ ସୂଚନା।