Public App Logo
Jansamasya
National
Haryana
Pmmsy
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat

ଖୁଣ୍ଟୁଣୀ: ଥାନା ସମ୍ମୁଖ ଜାତୀୟ ରାଜପଥରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ, ପୋଲିସର ବୁଝାସୁଝା

Khuntuni, Cuttack | Oct 1, 2024
ଅପରାହ୍ନ ରେ ଖୁଣ୍ଟୁଣି ଜାତୀୟ ରାଜ ପଥ ଖୁଣ୍ଟୁଣି ଥାନା ସମ୍ମୁଖ ପାଲଟିଲା ରଣକ୍ଷେତ୍ର। ଉଭୟ ବିଜେପି ଓ ବିଜେଡି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ଆଠଗଡ଼ sdpo ପହଂଚି ଛନ୍ତି। ଥାନା ଅଧିକାରୀ ପୋଲିସ କର୍ମଚାରୀ ସମସ୍ତେ ବୁଝାସୁଝା କରିଛନ୍ତି। ଜାତୀୟ ରାଜପଥ ଉପରେ ଗଣ୍ଡଗୋଳ ହୋଇଥିବାରୁ ଯାତାୟାତ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା।

MORE NEWS