Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow
image
image
image
image

#ଜିନ୍ଦଲ_ହଟାଅ_ଭିଟାମାଟି_ବଞ୍ଚାଅ ଆଜି ତାରିଖ ୧୦ ଜୁଲାଇ ୨୦୨୬ରେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଚିଲିଦା ଗ୍ରାମରେ ଜମି ଅଧିଗ୍ରହଣ ପ୍ରସଙ୍ଗକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଞ୍ଚ, ଚିଲିଦା ଗ୍ରାମ କମିଟି ପକ୍ଷରୁ ବଳପୂର୍ବକ ଜମି ଅଧିଗ୍ରହଣ ଏବଂ କଥିତ ବେଆଇନ ଗ୍ରାମସଭାକୁ ବିରୋଧ କରି ତୀବ୍ର ପ୍ରତିବାଦ କରାଯାଇଛି। #latastnewsupdate #pabitranews #keonjhar #JindalIndiaLimited #patna

MORE NEWS