ପୁରୀ: ପୁରୀ ଗାନ୍ଧୀ ଘାଟରେ କଂଗ୍ରେସ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ
Puri, Puri | Oct 3, 2026
ଗାନ୍ଧୀ ଜୟନ୍ତୀ ଅବସରରେ ପୁରୀ ଗାନ୍ଧୀ ଘାଟଠାରେ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ପୁଷ୍ପମାଲ୍ୟାର୍ପଣ ଓ ପ୍ରାର୍ଥନା ସଭା ଅନୁଷ୍ଠିତ। ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ ମିଶ୍ରଙ୍କ ସମେତ ଅନେକ ନେତୃବୃନ୍ଦ ଯୋଗ ଦେଇଥିଲେ।