ପାଟଣାଗଡ: ଅଞ୍ଚଳର ପ୍ରଥମ ମେକାନିକାଲ ପିଏଚଡି ପାଇଲେ ଜେଳଲାଇନ ପଡାର ଯୁବକ
ସ୍ଥାନୀୟ ଜେଳଲାଇନ ପଡା ର ରମାଇ ରଞ୍ଜନ ପାଣିଗ୍ରାହୀ କିଟ ରୁ ମେକାନିକାଲ ଇଞ୍ଜିନିୟରିଂ ରେ ପିଏଚ ଡି ପାଇଛନ୍ତି । ସେ ମେକାନିକାଲ ପିଏଚଡି ପାଇବା ରେ ଅଞ୍ଚଳରେ ପ୍ରଥମ ଯୁବକ ।ଶ୍ରୀ ରମାଇରଞନ ହେଉଛନ୍ତି ପୂର୍ବ ତନ ଜିପିଓ ଅଶୋକ ପାଣିଗ୍ରାହୀ ଏବଂ ଶିକ୍ଷୟତ୍ରୀ ପ୍ରତିମା ଠାକୁର ଙ୍କ ପୁତ୍ର ।ଗତ ୨୮ତାରିଖରେ କିଟ ପରିସରରେ ଭବ୍ୟ ଉତ୍ସବ ରେ ସମ୍ମାନିତ କରି ମାନପତ୍ର ପ୍ରଦାନ କରିଥିବା ର ବୁଧବାର ପୂର୍ବାହ୍ନରେ ରମାଇରଞନ ପ୍ରକାଶ କରିଛନ୍ତି ।