ପରଜଙ୍ଗ: ମହାବିରୋଡ଼କୁ ନୂତନ ବ୍ଲକ ଓ ତହସିଲ ଦାବିରେ ମହାବିରୋଡ଼ ଠାରେ ଶୁକ୍ରବାର ୧ଟାରେ ବୈଠକ ଅନୁଷ୍ଠିତ
ମହାବିରୋଡ଼କୁ ନୂତନ ବ୍ଲକ ଓ ତହସିଲ ଦାବିରେ ମହାବିରୋଡ଼ ଠାରେ ଶୁକ୍ରବାର ୧ଟାରେ ବୈଠକ ଅନୁଷ୍ଠିତ ।ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଠାରେ ନୂତନ ଭାବରେ ଏକ ବ୍ଲକ ଓ ତହସିଲ ଖୋଲିବା ଦାବିରେ ଶୁକ୍ରବାର ମହାବିରୋଡ଼ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଠାରେ ଅଂଚଳରୁ ଲୋକ ପ୍ରତିନିଧି ଓ ବିଭିନ୍ନ ବର୍ଗର ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।