ହିନ୍ଦୋଳ: ଅସନବଣି ଗାଁର ଗୋଟିଏ ପରିବାରରରୁ ୩ଜଣ ମୃତ୍ୟୁର କାରଣ ପ୍ରକାଶ କଲେ ହିନ୍ଦୋଳ SDPO
ଢେଙ୍କାନାଳ କଣ୍ଟାବଣିଆ ଥାନା ଅସନବଣି ଗାଁରେ ଗୋଟିଏ ପରିବାରର ମା ଓ ଦୁଇ ପୁଅ ମୃତ ଘଟଣାକୁ ନେଇ ପୋଲିସ ତଦନ୍ତ କରିଛି । ଆଜି ମଧ୍ୟାହ୍ନ ୧୨ଟାରେ ଅସନବଣି ଗାଁର ଗୋଟିଏ ପରିବାରରରୁ ୩ଜଣ ମୃତ୍ୟୁର କାରଣ କଣ ହୋଇପାରେ ବୋଲି ହିନ୍ଦୋଳ SDPO ସତ୍ୟ କୁମାର ନନ୍ଦ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।