ଚମ୍ପୁଆ: ବଡବିଲ ପୌରପାଳିକା ପକ୍ଷରୁ ଦାମୁହାଟିଂ ଠାରେ ସ୍ବଚ୍ଛତା ହିଁ ସେବା ଓ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ
ବଡ଼ବିଲ ୱାର୍ଡ ନମ୍ବର ୧୫ ଦାମୁହାଟିଂ ଠାରେ ପୌରପାଳିକା ପକ୍ଷରୁ ସ୍ବଚ୍ଛତା ହିଁ ସେବା ଓ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ନଗରପାଳ ଶ୍ରୀ ଲକ୍ଷ୍ମଣ ମହାନ୍ତ,ପୌରନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ସମେତ ପୌର କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ, ୱାର୍ଡ କାଉନସିଲର ମାନେ ଉପସ୍ଥିତ ରହିଥିଲେ।