ପାଟଣାଗଡ: କଚେରୀ ପରିସରରେ କ୍ରିମିନାଲ କୋର୍ଟ ବାର ଏସୋସିଏସନ ର ସଭାଗୃହ ଉଦଘାଟନ ଉତ୍ସବ ଅନୁଷ୍ଠିତ
ସ୍ଥାନୀୟ କ୍ରିମିନାଲ କୋର୍ଟ ବାର ଏସୋସିଏସନ ନବ ନିର୍ମାଣ ହୋଇ ଥିବା ସଭାଗୃହ ର ଉଦଘାଟନ ଉତ୍ସବ ଗୁରୁବାର ଅପରାହ୍ନ ୪ଟା ରେ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ରାଜ୍ୟ ସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସଭାଗୃହ ର ଉଦଘାଟନ କରିଥିଲେ ।ସମ୍ମାନିତ ଅତିଥି ଭାବରେ ଶ୍ରୀ ପ୍ରଦୀପ ବନସଲ ଉପସ୍ଥିତ ଥିଲେ ।ଏସୋସିଏସନ ର ସଭାପତି ଶ୍ରୀ ଦର୍ପ ଗଞନ ପଟ୍ଟନାୟକ ଉତ୍ସବ ରେ ଅଧ୍ୟକ୍ଷତା କରି ଥିଲେ ।