Public App Logo
Jansamasya
News
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Nsui
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ଓରିଏଣ୍ଟ: ଜାତୀୟ ସ୍ତରୀୟ ଭଳିବଲ ପ୍ରତିଯୋଗିତା ପାଇଁ ଚୟନ ହୋଇଥିବା ଚନ୍ଦନ କାଲୋ ଙ୍କୁ ଆଜି ଝାରସୁଗୁଡା ଜିଲ୍ଲା ଜାମଗାଁ ରେ ସ୍ୱାଗତ କରାଯାଇଛି

Orient, Jharsuguda | Nov 3, 2025
ଜାତୀୟ ସ୍ତରୀୟ ଭଳିବଲ ପ୍ରତିଯୋଗିତା ପାଇଁ ଚୟନ ହୋଇଥିବା ଚନ୍ଦନ କାଲୋ ଙ୍କୁ ଆଜି ଝାରସୁଗୁଡା ଜିଲ୍ଲା ଜାମଗାଁ ରେ ସ୍ୱାଗତ କରାଯାଇଛି l ଲଖନପୁର ବ୍ଲକ ଅନ୍ତର୍ଗତ କଦମଡିହି ମହାତ୍ମା ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତଦୁଇ ଛାତ୍ର ଚନ୍ଦନ କାଲୋ ଛୋଟବେଳୁ ଖେଳପ୍ରତି ଭାରି ଆଗ୍ରହ ରଖିଥିବା ସହିତ ସେ ନିରନ୍ତର ପରିଶ୍ରମ ଓ ଅଭ୍ୟାସ ମାଧ୍ୟମରେ ଏହି ସଫଳତା ଅର୍ଜନ କରିଛନ୍ତି l ଚନ୍ଦନଙ୍କ ଏହି ସଫଳତା ପାଇଁ ଜାମଗାଁ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହର ଖେଳି ଯାଇଛି। ଏହି ଅବସରରେ ଜାମଗାଁ ସରପଞ୍ଚ ଗୋପୀନାଥ ସାଏ ଏବଂ ଗ୍ରାମର ଭଦ୍ର ବ୍ୟକ୍ତି ତଥା ମହିଳାମାନେ ଆଜି ଅପରାହ୍ନ ୫ ଟାରେ