ଗୋପାଳପୁର: ବ୍ରହ୍ମପୁର ରେଡ୍କ୍ରସ୍ ଚିକିତ୍ସା କେନ୍ଦ୍ରରେ ଖୋଲିଲା ଦ୍ୱିତୀୟ OPD
ବ୍ରହ୍ମପୁର ରେଡ୍କ୍ରସ୍ ଚିକିତ୍ସା କେନ୍ଦ୍ରଠାରେ ଦ୍ୱିତୀୟ ଓପିଡିର ଶୁଭ ଉଦ୍ଘାଟନ ହୋଇଛି। ବ୍ରହ୍ମପୁର ମେୟର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ନୂତନ ସୁବିଧା ଦ୍ୱାରା ସହରବାସୀ ଅଧିକ ଉନ୍ନତ ଚିକିତ୍ସା ସେବା ପାଇପାରିବେ।