କେନ୍ଦ୍ରାପଡା: ମହାକାଳପଡ଼ା ବିଧାୟକ ଡ଼କ୍ଟର ଦୁର୍ଗା ପ୍ରସନ୍ନ ନାୟକ କୁହୁଡ଼ି ଠାଉରି ଦୁର୍ଗାପୂଜାରେ ଯୋଗ ଦେଲେ
ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ମାର୍ଶାଘାଇ ବ୍ଲକ କୁହୁଡ଼ି ପଞ୍ଚାୟତ ଅନ୍ତର୍ଗତ ଠାଉରି ଗ୍ରାମରେ ଦୁର୍ଗାପୂଜାରେ ଯୋଗ ଦେଲେ ବିଧାୟକ ଡ଼କ୍ଟର ଦୁର୍ଗା ପ୍ରସନ୍ନ ନାୟକ। ମା’ଙ୍କ ଦିବ୍ୟ ଦର୍ଶନ କରି ସମସ୍ତଙ୍କ ସୁଖ ଓ ଶାନ୍ତି ପାଇଁ ପ୍ରାର୍ଥନା କଲେ।