ସଂସଦୀୟ ସଙ୍କୁଳ ବିକାଶ ପରିଯୋଜନା ଅବସରରେ ଆଜି ତେଲକୋଇ ବ୍ଲକ କାଳିଆ ହତା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ (ସଙ୍ଗଠନ) ଶ୍ରୀ ଭି. ସତୀଶ କୁମାର ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିଲେ ଏବଂ ସ୍ବାବଲମ୍ବୀ ଉଦଯୋଗୀ ଜୋତା ଟିଆରି କାରୀଗରଙ୍କୁ ମେସିନ୍ ଓ ମାନପତ୍ର ପ୍ରଦାନ କଲେ ସାଂସଦ ।